ETV Bharat / bharat

କ୍ରୋମରେ ଟ୍ୟାବ୍ ଗ୍ରୁପିଂ ଫିଚର୍ ଆଡ୍ କଲା ଗୁଗୁଲ୍

author img

By

Published : May 16, 2020, 3:29 PM IST

ସର୍ଚ୍ଚ ଇଞ୍ଜିନ୍ ଜିଆଣ୍ଟ ଗୁଗୁଲ୍ କ୍ରୋମରେ ଏକ ନୂତନ ଟ୍ୟାବ୍ ଗ୍ରୁପିଂ ବୈଶିଷ୍ଟ୍ୟ ଆଡ୍ କରାଯାଇଥିବା କମ୍ପାନୀ ଘୋଷଣା କରିଛି। ଯଦି ଆପଣ ବର୍ତ୍ତମାନ ଏହି ଫିଚରକୁ ବ୍ୟବହାର କରିବାକୁ ଚାହାଁନ୍ତି ତେବେ ଏହା ଗୁଗୁଲ୍ ବିଟାରେ ଉପଲବ୍ଧ ।

chrome
କ୍ରୋମରେ ଟ୍ୟାବ୍ ଗ୍ରୁପିଂ ଫିଚର୍ ଆଡ୍ କଲା ଗୁଗୁଲ୍

ନୂଆଦିଲ୍ଲୀ: ସର୍ଚ୍ଚ ଇଞ୍ଜିନ୍ ଜିଆଣ୍ଟ ଗୁଗୁଲ୍ କ୍ରୋମରେ ଏକ ନୂତନ ଟ୍ୟାବ୍ ଗ୍ରୁପିଂ ବୈଶିଷ୍ଟ୍ୟ ଆଡ୍ କରାଯାଇଥିବା କମ୍ପାନୀ ଘୋଷଣା କରିଛି। ଯଦି ଆପଣ ବର୍ତ୍ତମାନ ଏହି ଫିଚରକୁ ବ୍ୟବହାର କରିବାକୁ ଚାହାଁନ୍ତି ତେବେ ଏହା ଗୁଗୁଲ୍ ବିଟାରେ ଉପଲବ୍ଧ ।

ଏହା ଆସନ୍ତା ସପ୍ତାହରେ କ୍ରୋମର ଡେସ୍କଟପ୍ ସଂସ୍କରଣରେ ଦେଖିବାକୁ ମିଳିବ। ୟୁଜର୍ସ ଟ୍ୟାବ୍ ଉପରେ ରାଇଟ୍ କ୍ଲିକ୍ କରି ଗ୍ରୁପ୍ ଗଠନ କରି ପାରିବେ । ଏହାସହ ଗ୍ରୁପର କଲର୍ ମଧ୍ୟ ଦେଖିପାରିବେ । ୟୁଜର୍ସ ଚାହିଁଲେ ଟ୍ୟାବକୁ ମୁଭ୍ କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.