ETV Bharat / bharat

୪ ରାଜ୍ୟର ବିଧାନସଭା ନିର୍ବାଚନୀ ଫଳାଫଳ ପାଇଁ ଲିଙ୍କ୍ କ୍ଲିକ୍ କରନ୍ତୁ

author img

By ETV Bharat Odisha Team

Published : Dec 3, 2023, 1:00 AM IST

Updated : Dec 3, 2023, 6:47 AM IST

୪ଟି ରାଜ୍ୟର ବିଧାନସଭା ନିର୍ବାଚନୀ ଫଳାଫଳର ଲାଇଭ ଅପଡେଟ ଜାଣିବା ଲାଗି 'ଇଟିଭି ଭାରତ' ସହିତ ଯୋଡି ହୋଇ ରୁହନ୍ତୁ । ନିମ୍ନରେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ କରନ୍ତୁ ।

Assembly election results 2023
Assembly election results 2023

ହାଇଦ୍ରାବାଦ: ୫ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଓ ମିଜୋରାମର ବିଧାନସଭା ନିର୍ବାଚନ ଫଳାଫଳ ନେଇ ସାରା ଦେଶବାସୀଙ୍କ ମନରେ ଉତ୍କଣ୍ଠା । ଆଗକୁ ଲୋକସଭା ନିର୍ବାଚନ ରହିଥିବା ବେଳେ ଏହା ହେବ ସେମି ଫାଇନାଲ । ଆଜି (ଡିସେମ୍ବର ୩) ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ର ଭୋଟ ଗଣତି ଥିବା ବେଳେ ଆସନ୍ତାକାଲି (ଡିସେମ୍ବର ୪)ରେ ମିଜୋରାମରେ ଭୋଟ ଗଣତି ହେବ । ତେବେ ଏହି ୪ଟି ରାଜ୍ୟର ବିଧାନସଭା ନିର୍ବାଚନୀ ଫଳାଫଳର ଲାଇଭ ଅପଡେଟ ଜାଣିବା ଲାଗି 'ଇଟିଭି ଭାରତ' ସହିତ ଯୋଡି ହୋଇ ରୁହନ୍ତୁ ।

ନିମ୍ନଲିଖିତ ଲିଙ୍କ ଉପରେ କ୍ଲିକ କରନ୍ତୁ...

https://www.etvbharat.com/hindi/madhya-pradesh/madhya-pradesh-election-results-2023

https://www.etvbharat.com/telugu/telangana/telangana-election-results-2023

https://www.etvbharat.com/hindi/chhattisgarh/chhattisgarh-election-results-2023

https://www.etvbharat.com/hindi/rajasthan/rajasthan-election-results-2023

Last Updated : Dec 3, 2023, 6:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.