ଓଡିଶା

odisha

ଝଲସୁଛି ଲାଲବାଗ, ସୌନ୍ଦର୍ଯ୍ୟରେ ବିମୋହିତ ଦର୍ଶକ

By

Published : Aug 6, 2022, 10:50 PM IST

ବେଙ୍ଗାଲୁରୁ: "ଆଜାଦି କା ଅମୃତ ମହୋତ୍ସବ" ଅବସରରେ ସଜେଇ ହୋଇଛି ଭାରତ । ବେଙ୍ଗାଲୁରୁ ସ୍ଥିତ ଲାଲବାଗରେ ପୁଷ୍ପ ପ୍ରଦର୍ଶନୀ ଆୟୋଜିତ ହୋଇଛି । ବିଭିନ୍ନ ରଙ୍ଗର ଫୁଲରେ ଝଲସୁଛି ପୁରା ପରିବେଶ । ପୁଷ୍ପ ପ୍ରକୃତିର ଏପରି ଏକ ସୃଷ୍ଟି ଯିଏ ସୌନ୍ଦର୍ଯ୍ୟରେ ସମସ୍ତଙ୍କୁ ତା ନିକଟକୁ ଆକୃଷ୍ଟ କରିଥାଏ । ଉଦ୍ୟାନର ଏହି ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଜମୁଛି ଦର୍ଶକଙ୍କ ଭିଡ଼ ।

ABOUT THE AUTHOR

...view details