ଓଡିଶା

odisha

ତିରୁପତି ଭେଙ୍କଟେଶ୍ବରଙ୍କୁ ଦର୍ଶନ କଲେ ଜାହ୍ନବୀ, ସାଉଥ ଇଣ୍ଡିଆନ ଲୁକ୍‌ରେ ଆସିଲେ ନଜର

By

Published : Dec 26, 2021, 8:32 PM IST

()
ଅମରାବତୀ: ବଲିଉଡ଼ ଅଭିନେତ୍ରୀ ଜାହ୍ନବୀ କପୁର ସାଉଥ ଇଣ୍ଡିଆନ ଲୁକ୍‌ରେ ଆସିଛନ୍ତି ନଜର । ସେ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ମନ୍ଦିର ତିରୁପତିରେ ଭଗବାନ ଭେଙ୍କଟେଶ୍ବରଙ୍କୁ ଦର୍ଶନ କରିବା ପାଇଁ ଆସିଥିବା ବେଳେ ରବିବାର ଜାହ୍ନବୀଙ୍କୁ ଦେଶୀ ଗର୍ଲ ଅନ୍ଦାଜରେ ଦେଖିବାକୁ ମିଳିଛି । ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ସହିତ କେଦାରନାଥ ଦର୍ଶନ ପରେ ଜାହ୍ନବୀ ତିରୁପତି ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିଛନ୍ତି । କେଦାରନାଥରେ ସେ 'ବ୍ରେକ୍‌ ଦର୍ଶନ' କରିବା ପରେ ଏଠାରେ ସମ୍ପୂର୍ଣ୍ଣ ଦେଶୀ ଅନ୍ଦାଜରେ ଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଦର୍ଶନ ପରେ ମନ୍ଦିରର ପୂଜକଙ୍କଠାରୁ ଆଶୀର୍ବାଦ ନେଇଥିଲେ ।

ABOUT THE AUTHOR

...view details