ଓଡିଶା

odisha

ଓଡିଶାକୁ ଇତିହାସରେ ସର୍ବାଧିକ ବଜେଟ ମିଳିଛି: ରେଳମନ୍ତ୍ରୀ

By

Published : Feb 3, 2022, 10:49 PM IST

()
ଓଡିଶାକୁ ଇତିହାସରେ ସର୍ବାଧିକ ରେଳ ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପୂ୍ର୍ବରୁ ମିଳୁଥିବା ବଜେଟ ତୁଳାନରେ ଚଳିତ ବର୍ଷ 10 ପ୍ରତିଶତ ଅଧିକ ଅନୁଦାନ ମିଳିଛି । ରେଳ ବଜେଟ ଆସିବା ପରେ ଏହା କହିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଦେଖନ୍ତୁ ଆଉ କଣ କହିଛନ୍ତି ରେଳମନ୍ତ୍ରୀ ...

ABOUT THE AUTHOR

...view details