ଓଡିଶା

odisha

ETV BHARAT EXCLUSIVE: ପ୍ରିୟଙ୍କା କହିଲେ ବିକାଶ ଆଧାରରେ ଭୋଟ ଦେବ ଉତ୍ତରାଖଣ୍ଡ

By

Published : Feb 2, 2022, 7:10 PM IST

()
ଡେରାଡୁନ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଘୋଷଣା କଲା ଇସ୍ତାହାର । ଇସ୍ତାହାର ଘୋଷଣା ଅବସରରେ ଦଳର ମହାସଚିବ ପ୍ରିୟଙ୍କାଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର । କହିଲେ ଉତ୍ସାହ ଦେଖି ଖୁସି ଲାଗୁଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details