ଓଡିଶା

odisha

ନୟାଗଡ଼ ଗସ୍ତରେ ସୁପ୍ରିମକୋର୍ଟ ବିଚାରପତି ବିନୀତ ଶରଣ, ଲଡୁ ବାବାଙ୍କୁ କଲେ ଦର୍ଶନ

By

Published : Sep 18, 2021, 2:00 PM IST

ନୟାଗଡ଼ ଗସ୍ତରେ ସୁପ୍ରିମକୋର୍ଟ ବିଚାରପତି ବିନୀତ ଶରଣ , ଲଡୁ ବାବାଙ୍କ କଲେ ଦର୍ଶନ

ନୟାଗଡ ଗସ୍ତରେ ଆସି ଲଡୁ ବାବାଙ୍କୁ ଦର୍ଶନ କରିବା ସହ ଓଡ଼ଗାଁ ସିଭିଲ କୋର୍ଟ କମ୍ପ୍ଲେକ୍ସର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ ସୁପ୍ରିମକୋର୍ଟ ବିଚାରପତି ବିନୀତ ଶରଣ । ଅଧିକ ପଢନ୍ତୁ...

ନୟାଗଡ଼:ଜିଲ୍ଲା ଗସ୍ତରେ ସୁପ୍ରିମକୋର୍ଟ ବିଚାରପତି ବିନୀତ ଶରଣ । ଆଜି ନୟାଗଡ଼ ଗସ୍ତରେ ଆସି ଶରଣକୂଳସ୍ଥିତ ଲଡୁ ବାବାଙ୍କୁ ଦର୍ଶନ କରିଛନ୍ତି । ଏଥି ସହ ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ଓଡ଼ଗାଁ ସିଭିଲ କୋର୍ଟ କମ୍ପ୍ଲେକ୍ସର ଉଦଘାଟନ ହେବ ।

ନୟାଗଡ଼ ଗସ୍ତରେ ସୁପ୍ରିମକୋର୍ଟ ବିଚାରପତି ବିନୀତ ଶରଣ , ଲଡୁ ବାବାଙ୍କ କଲେ ଦର୍ଶନ

ଏନେଇ ମୁଖ୍ୟ ଅତିଥି ଭାବେ ଉଦଘାଟନୀ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ବିନୀତ ଶରଣ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥି ସହ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡଃ ଏସ୍ ମୁରଲୀଧର ମଧ୍ୟ ଉପସ୍ଥିତ ରହିବେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details