ଓଡିଶା

odisha

ତୁଳସୀ ପାହାଡରେ ପୁଣି ପୋଲିସ-ମାଓବାଦୀ ଗୁଳି ବିନିମୟ

By

Published : Oct 15, 2021, 3:35 PM IST

Updated : Oct 15, 2021, 5:13 PM IST

fire between  Naxal and police in tulasi hill of malkangiri

ମାଲକାନଗିରି ତୁଳସୀ ପାହାଡରେ ପୋଲିସ ଓ ମାଓବାଦୀଙ୍କ ମଧ୍ଯରେ ଗୁଳି ବିନିମୟ ଜାରି ରହିଛି । ଅଧିକ ପଢନ୍ତୁ...

ମାଲକାନଗିରି: ପୋଲିସ ମାଓବାଦୀଙ୍କ ମଧ୍ଯରେ ପୁଣି ଗୁଳିବିନିମୟ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡରେ ପୋଲିସ ଓ ମାଓବାଦୀଙ୍କ ମଧ୍ଯରେ ଗୁଳି ବିନିମୟ ହୋଇଛି ।

ସୂଚନାଅନୁଯାୟୀ ମାଲକାନଗିରି SPଙ୍କୁ ବିଶେଷ ସୂତ୍ରରୁ ଖବର ମିଳିବା ପରେ ଗତକାଲି ରାତିରେ DVF ଓ SOG ଜବାନ୍ ସେଠାରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ । ତେବେ ଆଜି ସକାଳୁ ସେଠାରେ ଗୁଳିବିନିମୟ ହୋଇଥିବା ସହ ବର୍ତମାନ ବି ସେଠାରେ ଉଭୟ ପକ୍ଷରୁ ଗୁଳିବିନିମୟ ଜାରି ରହିଛି ।

ସୂଚନାଥାଉକି ଗତ ତିନିଦିନ ପୂର୍ବରୁ ତୁଳସୀ ପାହାଡରେ ଗୁଳି ବିନିମୟରେ ଦୁଇ ପୁରୁଷ ମାଓବାଦୀଙ୍କ ସହ ଜଣେ ମହିଳା ମାଓବାଦୀ ନିହତ ହୋଇଥିଲେ ।

ମାଲକାନଗିରିରୁ ପଞ୍ଚାନନ ଦାସ,ଇଟିଭି ଭାରତ

Last Updated :Oct 15, 2021, 5:13 PM IST

ABOUT THE AUTHOR

...view details