ଓଡିଶା

odisha

‘ଓଡିଶାରେ ବଢୁଛି ମାଣ୍ଡିଆର ଚାହିଦା’

By

Published : Nov 30, 2019, 9:11 PM IST

Updated : Nov 30, 2019, 11:11 PM IST

ragi demand rise in odisha
ଓଡିଶାରେ ବଢୁଛି ମାଣ୍ଡିଆର ଚାହିଦା ()

ଚାଉଳ ଓ ଗହମ ତୁଳନାରେ ବର୍ତ୍ତମାନ ମାଣ୍ଡିଆ ଜାତୀୟ ଶସ୍ୟର ଚାହିଦା ବୃଦ୍ଧି ପାଉଛି । ଏହା କହିଛନ୍ତି ଏମ ଏସ ସ୍ବାମୀନାଥନ ଫାଉଣ୍ଡେସନର କାର୍ଯ୍ୟକାରୀ ନିର୍ଦ୍ଦେଶକ ଅନୀଲ କୁମାର । ଇଟିଭି ଭାରତକୁ ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି ।

କୋରାପୁଟ: ଚାଉଳ ଓ ଗହମ ତୁଳନାରେ ବର୍ତ୍ତମାନ ମାଣ୍ଡିଆ ଜାତୀୟ ଶସ୍ୟର ଚାହିଦା ବୃଦ୍ଧି ପାଉଛି । ଏହା କହିଛନ୍ତି ଏମ ଏସ ସ୍ବାମୀନାଥନ ଫାଉଣ୍ଡେସନର କାର୍ଯ୍ୟକାରୀ ନିର୍ଦ୍ଦେଶକ ଅନୀଲ କୁମାର କହିଛନ୍ତି ।

‘ଓଡିଶାରେ ବଢୁଛି ମାଣ୍ଡିଆର ଚାହିଦା’

ଏହି ସଂସ୍ଥା ପକ୍ଷରୁ କୋରାପୁଟ ନିକଟସ୍ଥ ମାଛରା ଠାରେ ଚାଷୀଙ୍କ ସହଭାଗୀତାରେ ମାଣ୍ଡିଆର ଉତ୍ତମ ବିହନ ଚୟନ ପ୍ରକ୍ରିୟା ପାଇଁ ଉନ୍ନତ ଧରଣର ପଦକ୍ଷେପ ନିଆଯାଉଛି । ଏହାକୁ ଦେଖିବା ପାଇଁ ସଂସ୍ଥାର ଚେନ୍ନାଇ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରୁ ଆସିଥିବା ଅନୀଲ କୁମାର ଓଡିଶାରେ ମାଣ୍ଡିଆର ପ୍ରକାର ଭେଦକୁ ପ୍ରଂଶସା କରିଛନ୍ତି ।


ଏଥିସହ କ୍ଷେତ ପରିଦର୍ଶନରେ ଯାଇ କିପରି ଉନ୍ନତ ମାନର ବିହନ ଚୟନ କରି ଲାଭବାନ ହେବ, ସେ ସମ୍ପର୍କ ଚାଷୀଙ୍କ ସହ ଆଲୋଚନା କରିଥିଲେ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ଚାଉଳ ଓ ଗହମ ତୁଳନାରେ ବର୍ତମାନ ମାଣ୍ଡିଆ ଜାତୀୟ କ୍ଷୁଦ୍ର ଶସ୍ୟର ଚାହିଦା ବୃଦ୍ଧି ପାଉଥିବା ଏମ ଏସ ସ୍ୱାମୀନାଥନ ଫାଉଣ୍ଡେସନ ର କାର୍ଯ୍ୟକାରୀ ନିର୍ଦେଶକ ଅନୀଲ କୁମାର ଜଣାଇଛନ୍ତି ।Body:କୋରାପୁଟ ନିକଟସ୍ଥ ମାଛରା ଠାରେ ସଂସ୍ଥା ତରଫରୁ ଚାଷୀଙ୍କ ସହଭାଗୀତାରେ ମାଣ୍ଡିଆ ର ଉତ୍ତମ ବିହନ ଚୟନ ପ୍ରକ୍ରିୟା ଭାବରେ ନିଆଯାଇଥିବା ପଦକ୍ଷେପ କୁ ଦେଖିବା ପାଇଁ ଚେନ୍ନାଇ ରେ ଥିବା ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟରୁ ଆସିଥିବା ଶ୍ରୀ କୁମାର ଈଟିଭି ଭାରତ କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତ୍କାରରେ ଓଡ଼ିଶାରେ ଦେଖାଯାଉଥିବା ମାଣ୍ଡିଆ ଜାତୀୟ କ୍ଷୁଦ୍ର ଫସଲର ପ୍ରକାର ଭେଦ କୁ ପ୍ରଶଂସା କରିଥିଲେ ।ଚାଷୀଙ୍କ କ୍ଷେତ ପରିଦର୍ଶନ କରି ଚାଷୀ କିପରି ଉନ୍ନତ ମାନର ବିହନ ଚୟନ କରି ଲାଭବାନ ହୋଇପାରିବ ସେ ସଂକ୍ରାନ୍ତରେ ଚାଷୀଙ୍କ କ୍ଷେତକୁ ଯାଇ ସେମାନଙ୍କ ସହ ଆଲୋଚନା କରିଥିଲେ ।Conclusion:ବାଇଟ : ଅନୀଲ କୁମାର , କାର୍ଯ୍ୟନିର୍ବାହୀ ନିର୍ଦେଶକ , ଏମ ଏସ ସ୍ୱାମୀନାଥନ ଫାଉଣ୍ଡେସନ
.......
ଶାନ୍ତାକାର
କୋରାପୁଟ
........
Last Updated :Nov 30, 2019, 11:11 PM IST

ABOUT THE AUTHOR

...view details