ଓଡିଶା

odisha

6 ଅଗଷ୍ଟରେ ଉପଲବ୍ଧ ହେବ Samsung Galaxy M31s, ଜାଣନ୍ତୁ ଫିଚର ଓ ସ୍ପେସିଫିକେସନ

By

Published : Aug 5, 2020, 7:14 PM IST

ଗ୍ରାଉଣ୍ଡ-ଅପ ଡିଜାଇନ ହୋଇଛି Galaxy M ସିରିଜ । ଏଥିରେ ରିଭର୍ସ ଚାର୍ଜିଂ ସହିତ 6000mAh ବ୍ୟାଟେରୀ ରହିଛି । ଅଧିକ ପଢନ୍ତୁ...

6 ଅଗଷ୍ଟରେ ଉପଲବ୍ଧ ହେବ Samsung Galaxy M31s, ଜାଣନ୍ତୁ କଣ ରହିଛି ଫିଚର ଓ ସ୍ପେସିଫିକେସନ
6 ଅଗଷ୍ଟରେ ଉପଲବ୍ଧ ହେବ Samsung Galaxy M31s, ଜାଣନ୍ତୁ କଣ ରହିଛି ଫିଚର ଓ ସ୍ପେସିଫିକେସନ

ଚଣ୍ଡିଗଡ: 8GB + 128GB ମେମୋରୀ ଉପକରଣର ମୂଲ୍ୟ 21,499 ଟଙ୍କା ହେବ ଏବଂ ଉଭୟ ମଡେଲ Amazon.in, Samsung.com ରେ ଉପଲବ୍ଧ ହେବ ଏବଂ ଅଗଷ୍ଟ 6 ରୁ ରିଟେଲ ଷ୍ଟୋରରେ ମଧ୍ୟ ଉପଲବ୍ଧ ହେବ ।

"Galaxy M ସିରିଜ ଭାରତରେ ଗ୍ରାଉଣ୍ଡ-ଅପ ଡିଜାଇନ ହୋଇଛି । ଏହି ବ୍ରାଣ୍ଡକୁ ଏତେ କମ ସମୟ ମଧ୍ୟରେ ସଫଳ କରିଥିବାରୁ ଆମେ ଆମର ୟୁଜର୍ସଙ୍କୁ ଧନ୍ୟବାଦ ଜଣାଉଛୁ । ସାମସଙ୍ଗ ଇଣ୍ଡିଆର ସିନିୟର ବାଇସ ପ୍ରେସିଡେଣ୍ଟ, ଅସିମ ଓ୍ବାର୍ସି କହିଛନ୍ତିଯେ, ଏହା ବାସ୍ତବରେ ମଧ୍ୟଭାଗରେ କ୍ୟାମେରା ପରଫରମାନ୍ସ ପାଇଁ ବେଞ୍ଚମାର୍କ ସ୍ଥିର କରିବ ।

ସାମସଙ୍ଗ ଗାଲାକ୍ସି M31ର କେତେକ ଫିଚର sAMOLED ଇନଫିନିଟି O ଡିସପ୍ଲେ , ଏକ ପାଓ୍ବାରଫୁଲ କ୍ବାଡ କ୍ୟାମେରା ନୂତନ ସେନ୍ସର (IMX 682), 25W ଇନ-ବକ୍ସ ଫାଷ୍ଟ ଚାର୍ଜର ଏବଂ ପ୍ରିମିୟମ ଗ୍ରେଡିଏଣ୍ଟ ଡିଜାଇନ ସହିତ ରହିଛି । ସାମସଙ୍ଗ ଗାଲାକ୍ସି M31ର ଫିଚର ଏବଂ ନିର୍ଦ୍ଦିଷ୍ଟତା ବିଷୟରେ ଅଧିକ ଜାଣିବାକୁ ନିମ୍ନରେ ଇନଫୋଗ୍ରାଫି ଦେଖନ୍ତୁ...

ଫିଚର ଓ ସ୍ପେସିଫିକେସନ

ସାମସଙ୍ଗ ଗାଲାକ୍ସି M31sରେ 64MP କ୍ୱାଡ କ୍ୟାମେରା ସେଟଅପ, ରିଭର୍ସ ଚାର୍ଜିଂ ସହିତ 6000mAh ବ୍ୟାଟେରୀ, ସାଇଡ ଫିଙ୍ଗର ପ୍ରିଣ୍ଟ ସ୍କାନର ଇତ୍ୟାଦି ଅଛି । ସାମସଙ୍ଗ ଗାଲାକ୍ସି M31ର ଫିଚର ଏବଂ ନିର୍ଦ୍ଦିଷ୍ଟତା ହେଉଛି: -

ଫିଚର ଓ ସ୍ପେସିଫିକେସନ

"ସିଙ୍ଗଲ ଟେକ" ସହିତ, ସମସ୍ତ ୟୁଜର୍ସଙ୍କୁ ଠିକ ମୁହୂର୍ତ୍ତରେ ପ୍ରେସ ରେକର୍ଡ କରିବାକୁ ପଡିବ ଏବଂ ଗାଲାକ୍ସି M31 ଗୁଡିକ ଏହାର 10 ସେକେଣ୍ଡ ପର୍ଯ୍ୟନ୍ତ ଫୁଟେଜ କ୍ୟାପଚର କରିବ, ଏବଂ ତା’ପରେ 10 ଟି ବିଭିନ୍ନ ଫଳାଫଳ ଉତ୍ପାଦନ କରିବାକୁ AI ବ୍ୟବହାର କରିବ ।

ଫିଚର ଓ ସ୍ପେସିଫିକେସନ

‘ସିଙ୍ଗଲ ଟେକ’ ଫିଚର ଉଭୟ ପଛ ଏବଂ ଆଗ କ୍ୟାମେରାରେ ଉପଲବ୍ଧ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details