ଭୁବନେଶ୍ବର:ରାଜ୍ୟ ସରକାର 4 IAS ଅଧିକାରୀଙ୍କୁ ଦେଲେ ପଦୋନ୍ନତି । ଅତିରିକ୍ତ ମୁଖ୍ୟ ସଚିବ ହେଲେ ପଦୋନ୍ନତି ପାଇଥିବା 4 ଆଇଏଏସ ଅଧିକାରୀ ।
1994 ବ୍ୟାଚର ଏହି 4 ଜଣ ଅଧିକାରୀ ହେଲେ ଅନୁ ଗର୍ଗ, ମଧୂସୂଦନ ପାଢୀ, ସତ୍ୟବ୍ରତ ସାହୁ ଓ ବିଜୟ ଅରୋରା । ପଦୋନ୍ନତି ପାଇଥିବା ଏହି 4 ଜଣ ଆଇଏଏସ ଅଧିକାରୀ ବର୍ତ୍ତମାନ ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିବେ ।
ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ଆରତୀ ଆହୁଜା ଓ ଜି. ଶ୍ରୀନୀବାସ ମଧ୍ୟ ପାଇଲେ ପଦୋନ୍ନତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ
Last Updated :Jan 15, 2022, 9:31 PM IST
TAGGED:
4 ଜଣ IAS ଙ୍କୁ ପଦନ୍ନୋତି