ଓଡିଶା

odisha

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି: ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲ୍ଲା ଦାୟିତ୍ବ

By

Published : Sep 23, 2022, 11:23 AM IST

Updated : Sep 23, 2022, 11:37 AM IST

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହାକୁ ମଳିଲା କେଉଁ ଦାୟିତ୍ବ
ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହାକୁ ମଳିଲା କେଉଁ ଦାୟିତ୍ବ ()

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ,୩୦ଟି ଜିଲ୍ଲାର ଜିଲ୍ଲା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଜିଲ୍ଲା ଯୋଜନା ବୋର୍ଡର ପୁନର୍ଗଠନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ(Chairman of District Planning Committee )ଙ୍କ ନାମ ଘୋଷଣା ସହ ନିଯୁକ୍ତି ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୩୦ଟି ଜିଲ୍ଲାର ଜିଲ୍ଲା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି ।

ନଜର ପକାନ୍ତୁ କାହାକୁ କେଉଁ ଜିଲ୍ଲା ଦାୟିତ୍ବ ଦିଆଯାଇଛି:-

ଅନୁଗୋଳ ମନ୍ତ୍ରୀ ଅଶୋକ ପଣ୍ଡା
ବଲାଙ୍ଗୀର ମନ୍ତ୍ରୀ ରୋହିତ ପୂଜାରୀ
ବାଲେଶ୍ଵର ବିଧାୟକ ଅନନ୍ତ ଦାସ
ଭଦ୍ରକ ବିଧାୟକ ବ୍ୟୋମକେଶ ରାୟ
ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ
ବୌଦ୍ଧ ବିଧାୟକ ମହେନ୍ଦ୍ର ରଣା
କଟକ ପ୍ରମୋଦ କୁମାର ମଲ୍ଲିକ
ଦେଓଗଡ଼ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ
ଢେଙ୍କାନାଳ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ
ଗଜପତି ମନ୍ତ୍ରୀ ଜଗନ୍ନାଥ ସାରକା
ଗଞ୍ଜାମ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ
ଜଗତସିଂହପୁର ମନ୍ତ୍ରୀ ପ୍ରମିଳା ମଲ୍ଲିକ
ଯାଜପୁର ମନ୍ତ୍ରୀ ସମୀର ଦାସ
ଝାରସୁଗୁଡା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ
କଳାହାଣ୍ଡି ମନ୍ତ୍ରୀ ନବ କିଶୋର ଦାସ
କନ୍ଧମାଳ ମନ୍ତ୍ରୀ ଶ୍ରୀକାନ୍ତ ସାହୁ
କେନ୍ଦ୍ରାପଡା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
କେନ୍ଦୁଝର ବିଧାୟକ ଜଗନ୍ନାଥ ନାୟକ
ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ
କୋରାପୁଟ ବିଧାୟକ ରଘୁରାମ ପଡ଼ାଲ
ମାଲକାନଗିରି ମନ୍ତ୍ରୀ ତୁଷାର କାନ୍ତି ବେହେରା
ମୟୂରଭଞ୍ଜ ମନ୍ତ୍ରୀ ଅଶ୍ୱିନୀ ପାତ୍ର
ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ
ନୟାଗଡ଼ ବିଧାୟକ ସତ୍ୟ ନାରାୟଣ ପ୍ରଧାନ
ନୂଆପଡା ମନ୍ତ୍ରୀ ଟୁକୁନି ସାହୁ
ପୁରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ
ରାୟଗଡା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
ସମ୍ବଲପୁର ମନ୍ତ୍ରୀ ପ୍ରତାପ କେଶରୀ ଦେବ
ସୁବର୍ଣ୍ଣପୁର ମନ୍ତ୍ରୀ ପ୍ରଦୀପ କୁମାର ଅମାତ
ସୁନ୍ଦରଗଡ଼ ବିଧାୟକ ସାରଦା ନାୟକ
Last Updated :Sep 23, 2022, 11:37 AM IST

ABOUT THE AUTHOR

...view details