ମହଙ୍ଗା ପଡିଲା ଦୁଃସାହସ: ବନ୍ୟାଜଳରେ ଭାସିଗଲେ ଯୁବକ, ଦେଖନ୍ତୁ ଭିଡିଓ

By

Published : Sep 18, 2022, 9:26 PM IST

thumbnail

ଡେରାଡୁନ: ପ୍ରବଳ ସ୍ରୋତରେ ପ୍ରବାହିତ ହେଉଥିବା ବନ୍ୟାଜଳରେ ପଶି ରାସ୍ତା ପାର ହେବାର ଦୁଃସାହସ ଜଣେ ଯୁବକଙ୍କ ପାଇଁ ମହାଙ୍ଗା ପଡିଛି । ଯୁବକଜଣଙ୍କ ଭାସିଯାଇ ନିଖୋଜ ହୋଇଯାଇଛନ୍ତି । ତାଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ଲୋମଟାଙ୍କୁରା ଦୃଶ୍ୟ ମୋବାଇଲ କ୍ୟାମେରାରେ କଏଦ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ଫତେହପୁର ଅଞ୍ଚଳରେ । ଦେଖନ୍ତୁ ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.