ଚୋରଙ୍କ କବଳରୁ ଚତୁରତାର ସହ ନିଜକୁ ବଞ୍ଚାଇଲେ ମହିଳା, ଦେଖନ୍ତୁ ଭିଡିଓ

By

Published : Jul 7, 2022, 7:48 PM IST

thumbnail

ଗାନ୍ଧୀନଗର: ଚୋରଙ୍କୁ ଚକମା ଦେଲେ ମହିଳା । ଚୋରି ପାଇଁ ଆସିଥିବା କଛି ଦୁର୍ବୃତ୍ତଙ୍କୁ ଚକମା ଦେଇଛନ୍ତି ଗୁଜୁରାଟର ଜଣେ ମହିଳା । ଏହି ଅଭିଯୁକ୍ତମାନେ ଏକ ମ୍ୟୁନିସିପାଲ କାର୍ଯ୍ୟାଳୟକୁ ପ୍ରବେଶ କରି ଚୋରି ଉଦ୍ୟମ କରିଥିଲେ । ସେଠାରେ ଥିବା ଜଣେ ମହିଳାଙ୍କୁ ବେହୋସ୍ କରି ଲୁଟ୍ କରିବା ସମୟରେ ଚତୁରତାର ସହ ନିଜକୁ ବଞ୍ଚାଇ ପାରିଛନ୍ତି ମହିଳା ଜଣକ । ତେବେ କିପରି ମହିଳା ଜଣକ ନିଜକୁ ବଞ୍ଚାଉଛନ୍ତି, ଦେଖନ୍ତୁ ଏହି ଭିଡିଓରେ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.