ହର ହର ମହାଦେବ ଧ୍ବନିରେ ପ୍ରକମ୍ପିତ ରାସ୍ତାଘାଟ

By

Published : Jul 18, 2022, 1:00 PM IST

thumbnail

ଭଞ୍ଜନଗର: ଶ୍ରାବଣ ମାସର ପ୍ରଥମ ସୋମବାର ହୋଇଥିବାରୁ ଚଳଚଞ୍ଚଳ ହୋଇଉଠିଛି ଶୈବପୀଠ l କାହିଁ କେତେ ଦୂରରୁ କାଉଡିଆ ଭକ୍ତ ମାନେ ଜଳ ଧରି ବାବାଙ୍କ ଅଭିମୁଖେ ବାହାରିଛନ୍ତି । ସେହିପରି ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ବହୁ ଭକ୍ତ କମ୍ବଳାବାରୀ ନଦୀରୁ ଜଳ ଧରି ସୋରଡ଼ା ପଞ୍ଚାନନ ମନ୍ଦିର ଅଭିମୁଖେ ଯାଉଥିବା ଦେଖିବାକୁ ମିଳିଥିଲା l ଦୀର୍ଘ ୪୦ କିଲୋମିଟର ଚାଲିଚାଲି ଯିବା କଷ୍ଟ ହେଉଥିଲେ ମଧ୍ୟ କଷ୍ଟକୁ ଖାତିର ନକରି ହର ହର ବୋମ ନାରା ଦେଇ ଭକ୍ତମାନେ ବାବାଙ୍କ ମନ୍ଦିର ଅଭିମୁଖେ ଯାଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.