ଘରେ ବନାନ୍ତୁ ଆଉ ଖୁଆନ୍ତୁ ଚକୋଲେଟ ରମ ବଲସ୍ , ଦେଖନ୍ତୁ ଭିଡିଓ
ହାଇଦ୍ରାବାଦ: ସମସ୍ତେ ନିଜ ନିଜ ଘରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ମୌଜ ମଜଲିସ କରନ୍ତି। ବିଶେଷ କରି ଭଲ ଭଲ ଦିନ ଆସିଲେ ଚୋକଲେଟ, କେକ, କୁକିଜ କଥା ମନେପଡ଼େ। ତେବେ ମକରସଂକ୍ରାନ୍ତି ମାହୋଲରେ ଆପଣ ବି ଚାହିଁଲେ ଘରେ ଖୁବ ସହଜରେ ତିଆରି କରିପାରିବେ। ଏଭଳି ଏକ ସହଜ ରେସିପି ହେଉଛି ଚକୋଲେଟ ରମ ବଲସ୍ । (Chocolate Rum Balls know) ତେବେ ଆଉ ଡେରି କାହିଁକି । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ।