କୋଠରୀରେ ଚିତାବାଘ ଦେଖି ଉଡିଗଲା ହୋସ, ଉଦ୍ଧାର କଲା ବନବିଭାଗ

By

Published : Aug 7, 2022, 9:06 AM IST

thumbnail

ଗାନ୍ଧୀନଗର:ଗୁଜୁରାଟ ଜୁନାଗଡର ମାଙ୍ଗରୋଲ ତାଲୁକସ୍ଥିତ ମ୍ୟୁନିସିପାଲଟିରେ ଚିତାବାଘ । ଏକ ପାଣି ଟ୍ୟାଙ୍କର ରୁମରେ ଚିତାବାଘ ଦେଖି ପ୍ରଥମେ ଜଣେ କର୍ମଚାରୀ ଡରିଯାଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ବାଘଟିକୁ ଉଦ୍ଧାର କରିଥିବା ଜଣାପଡିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.