ରାଜଧାନୀରେ ମୁଦ୍ରା ଗଣେଶ, ଦେଖିବାକୁ ଲୋକଙ୍କ ଭିଡ

By

Published : Sep 1, 2022, 9:26 AM IST

thumbnail

ଭୁବନେଶ୍ବର: ଧରାପୃଷ୍ଠରେ ଧରବାତରଣ କରିଛନ୍ତି ପାର୍ବତୀ ନନ୍ଦନ ଗଜାନନ । ଏନେଇ ଉତ୍ସବମୁଖର ହୋଇଉଠିଛି ଗାଁଠୁ ସହର । ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ରାଜଧାନୀରେ ବିଭିନ୍ନ ପୂଜା ମଣ୍ଡପରେ ବିରାଜିଛନ୍ତି ବିଘ୍ନବିନାଶକ । ଚଳିତ ଥର ଗାଢକଣାରେ କଏନ ବା ମୁଦ୍ରାରେ ଗଣେଶଙ୍କ ମୂର୍ତ୍ତି ପୂଜା ପାଉଛି । ଯାହାକୁ ଦେଖିବାକୁ ଭକ୍ତଙ୍କ ଭିଡ ଜମିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.