ଶରଧାବାଲିରେ ଭକ୍ତଙ୍କ ଭିଡ, କାଳିଆ ସାଆନ୍ତେଙ୍କ ଦର୍ଶନ ପାଇ ଭାବବିହ୍ବଳ ଶ୍ରଦ୍ଧାଳୁ

By

Published : Jul 9, 2022, 12:11 PM IST

thumbnail

ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା । ଉତ୍ସବମୁଖର ତୁଳସୀ କ୍ଷେତ୍ର। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଦାରୁବ୍ରହ୍ମ। ଏନେଇ ଭକ୍ତିମୟ ହୋଇଛି ପୁରୀ ସହର । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନିରଥରେ ବିରାଜମାନ ହୋଇ ଦର୍ଶନ ଦେଉଛନ୍ତି ମହାବାହୁ । ଭଗବାନଙ୍କୁ ଦର୍ଶନ କରିବା ପାଇଁ ଶରଧାବାଲିରେ ଭକ୍ତଙ୍କ ଭିଡ ଜମିଛି । ଭକ୍ତଙ୍କ ଗହଳିରେ ହସୁଛି କାଳିଆ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.