Bharat Jodo Yatra: ରାସ୍ତାରେ ପିଲାଙ୍କ ସହ ଫୁଟବଲ୍‌ ଖେଳିଲେ ରାହୁଲ

By

Published : Sep 26, 2022, 5:15 PM IST

thumbnail

ଥିରୁଅନନ୍ତପୁରମ: ପିଲାଙ୍କ ସହ ଫୁଟବଲ୍‌ ଖେଳିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଅଭିଯାନ ବର୍ତ୍ତମାନ କେରଳରେ ପହଞ୍ଚିଛି । ସୋମବାର ଏହି ଯାତ୍ରା ପଲକ୍କଡ ଜିଲ୍ଲାରେ ପହଞ୍ଚିଥିଲା । ଏହି କ୍ରମରେ ରାହୁଲ ଗାନ୍ଧୀ ଓ ହଜାର ହଜାର ସମର୍ଥକ ପଦଯାତ୍ରାରେ ବାହାରିଥିଲେ । ଏହି ସମୟର କିଛି ଫୁଟବଲ୍‌ କ୍ରୀଡ଼ାବିତ୍‌ ରାହୁଲଙ୍କ ପଦଯାତ୍ରାରେ ବାହାରି ପଡ଼ିଥିଲେ । ରାସ୍ତାରେ ରାହୁଲଙ୍କ ସହ ଫୁଟବଲ୍‌ ଖେଳିଥିଲେ କ୍ରୀଡ଼ାବିତ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.