JP Nadda In Odisha: ପୁରୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

By

Published : Sep 29, 2022, 11:01 PM IST

thumbnail

ପୁରୀ: ପୁରୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡା । ଆସନ୍ତାକାଲି ସକାଳେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ନଡ୍ଡା । ଆଜି ପୁରୀ ଗସ୍ତ ବେଳେ ଦଳୀୟ କର୍ମୀ ନେତା ବିପୁଳ ସ୍ୱାଗତ କରିଛନ୍ତି । ଅଠରନଳାରେ ତାଙ୍କୁ ବିଜେପି ନେତା ଓ କର୍ମୀ ବିପୁଳ ସ୍ୱାଗତ କରିଛନ୍ତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.