ଧାନରେ ଗାନ୍ଧୀଙ୍କ ଫଟୋଚିତ୍ର ଆଙ୍କିଲେ ଜାବିର

By

Published : Oct 2, 2022, 10:41 AM IST

thumbnail

ପୁରୀ: ଆଜ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ। ଏହି ଅବସରରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଚିତ୍ରକାର ଜାବିର ଖାନ । ଧାନରେ ଗାନ୍ଧୀଙ୍କ ଫୋଟୋ ଚିତ୍ର ତିଆରି କରିଛନ୍ତି ଜାବିର। ପୁରୀ କୁମ୍ଭାରପଡାର ଯୁବକ ଜାବିର ଖାଁ ପ୍ରସ୍ତୁତ କରିଛନ୍ତି ଗାନ୍ଧୀଙ୍କ ଚିତ୍ର ତାହା ପୁଣି ଧାନରେ । ଏଥିରେ ସମୁଦାୟ ୩୯୧ଟି ଧାନ ବ୍ୟବହାର ହୋଇଥିବା ବେଳେ ଜାବିରଙ୍କୁ ଏହାକୁ ତିଆରି କରିବା ପାଇଁ ୪ଘଣ୍ଟା ସମୟ ଲାଗିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.