ନୟାଗଡ ଯଦୁପୁରରେ SIT

By

Published : Dec 23, 2020, 12:45 PM IST

thumbnail

ନୟାଗଡ: ନୟାଗଡ ଯଦୁପୁରରେ ପୁଣି SIT । ଗାଁରେ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଯଦୁପୁରରେ ପହଞ୍ଚି ଓଡ୍ରାଫ ଟିମ ସହ ଆଲୋଚନା କରୁଛନ୍ତି l ଏହା ପରେ ଅଭିଯୁକ୍ତ କଲେଜ ଛାତ୍ରଙ୍କ ମା ଓ ଭଉଣୀକୁ ତଦନ୍ତ କରିବେ ବୋଲି ସୂଚନା ମିଳିଛି। ସୂଚନାଥାଉକି, ନୟାଗଡ ନାବାଳିକା ହତ୍ୟା ଘଟଣାରେ ଜଣେ କଲେଜ ଛାତ୍ରଙ୍କୁ ଗିରଫ କରିଛି ଏସଆଇଟି । ଛାତ୍ର ଜଣଙ୍କ ଦୁଷ୍କର୍ମ ଓ ହତ୍ୟା କରିଥିବାର ଅଭିଯୋଗରେ ଗିରଫ କରାଯାଇଥିବା ଗତକାଲି(ମଙ୍ଗଳବାର) ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.