ଦଶହରା ଶୁଭେଚ୍ଛା ଜଣାଇଲା ଓଲିଉଡ

By

Published : Oct 15, 2021, 8:38 AM IST

thumbnail

କଟକ: ଆଜି ପବିତ୍ର ଦଶହରା । ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ଉତ୍ସବମୁଖର ପୁରପଲ୍ଲୀ, ଉଲ୍ଲସିତ ଗଗନ ପବନ । ରାଜ୍ୟରେ ବିଭିନ୍ନ ଦେବୀ ପୀଠଠୁ ଆରମ୍ଭ କରି ପୂଜା ମଣ୍ଡପ, ସବୁଠୁ ଚାଲିଛି ଜଗତଜନନୀଙ୍କ ପୂଜାର୍ଚ୍ଚନା । କଟକଣା ଅନୁପାଳନ କରି ମା'ଙ୍କୁ ଆରାଧନା କରୁଛନ୍ତି ସଭିଏଁ । ଏହି ଅବସରରେ ରାଜ୍ୟବାସୀଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଛି ଓଲିଉଡ ଇଣ୍ଡଷ୍ଟ୍ରୀ । ଓଡିଶାର ବିଭିନ୍ନ ଲୋକପ୍ରିୟ କଳାକାର ଲୋକଙ୍କୁ ଶୁଭକାମନା ଜଣାଇବା ସହ ପୃଥିବୀରୁ କୋରୋନା ରୂପକ ରାକ୍ଷାସକୁ ନାଶ କରିବାକୁ ମା' ମହିଷାମର୍ଦ୍ଦିନୀଙ୍କୁ ନିବେଦନ କରିଛନ୍ତି । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.