ନବଜାତ ଶିଶୁପୁତ୍ରର ମୃତ୍ୟୁକୁ ନେଇ ଢେଙ୍କାନାଳ ମୁଖ୍ୟଚିକିତ୍ସାଳୟରେ ଉତ୍ତେଜନା

By

Published : Aug 8, 2020, 1:08 PM IST

thumbnail

ଢେଙ୍କାନାଳ: ନବଜାତ ଶିଶୁପୁତ୍ରର ମୃତ୍ୟୁକୁ ନେଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା । ଢେଙ୍କାନାଳ ଟାଉନଥାନାରେ ପରିବାର ପକ୍ଷରୁ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଡାକ୍ତର ଓ ନର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିଛନ୍ତି ପରିବାର ଲୋକେ । ଶୁକ୍ରବାର ରାତିରେ ପ୍ରସୂତି ଜନିତ ଯନ୍ତ୍ରଣାରେ ଡାକ୍ତରଖାନାର ମହିଳା ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ ପିଙ୍କି ବେହେରା । ପ୍ରସୂତିଙ୍କ ଘର ଢେଙ୍କାନାଳ ସହର କାରିଗର ସାହିର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.