ମହାସପ୍ତମୀରେ କାହିଁକି କରାଯାଏ ନବପତ୍ରିକା ପୂଜା, ଶୁଣନ୍ତୁ କଣ କହୁଛନ୍ତି ପୂଜକ

By

Published : Oct 12, 2021, 5:29 PM IST

thumbnail

ଆଜି ପବିତ୍ର ମହାସପ୍ତମୀ ପୂଜା। କଟକ ସହରର ସମସ୍ତ ପୂଜା ମଣ୍ଡପରେ ମା’ଙ୍କ ସପ୍ତମୀ ପୂଜାନୀତି ଜାରି ରହିଛି । ଆଜିର ପ୍ରଥମେ ନଦୀକୂଳକୁ ଯାଇ ଘଟ ପୂଜା ଓ ନବପତ୍ରିକା ପୂଜା କରାଯିବାର ବିଧି ରହିଛି । ଏହି ନବପତ୍ରିକାରେ ମାଙ୍କୁ ଆବାହନ କରାଯାଇଥାଏ ବୋଲି ବିଶ୍ୱାସ ରହିଛି । ତେବେ କାହିଁକି କରାଯାଇଥାଏ ଏହି ନବପତ୍ରିକା ପୂଜା, କଣ ରହିଛି ଏହି ପରମ୍ପରା ମାହାତ୍ମ୍ୟ, ଶୁଣନ୍ତୁ ପୂଜକଙ୍କ ଠାରୁ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.