କିପରି ଥିଲା IPS ରୁ IASର ଯାତ୍ରା, ଶୁଣନ୍ତୁ କ'ଣ କହୁଛନ୍ତି ଜୁବିନ....

By

Published : Sep 26, 2021, 8:58 AM IST

thumbnail

ଭୁବନେଶ୍ବର: ସିଭିଲ୍ ସର୍ଭିସ ପରୀକ୍ଷା ୨୦୨୦ରେ ୪୬ତମ ସ୍ଥାନରେ ରହିଛନ୍ତି ଓଡିଶାର ଜୁବିନ ମହାପାତ୍ର । ତୃତୀୟ ପ୍ରଚେଷ୍ଟାରେ ସେ ଏଭଳି ସଫଳତା ପାଇଛନ୍ତି । ଜୁବିନ ଭୁବନେଶ୍ବର କଳିଙ୍ଗ ବିହାରର ରାଜଗୁରୁ ରବିନ୍ଦ୍ରନାଥ ମହାପାତ୍ର ଓ ସ୍ବର୍ଗତ ଅନୁପମା ମିଶ୍ରଙ୍କ ପୁଅ । ସେ ପ୍ରଥମ ଚେଷ୍ଟାରେ ଆଇପିଏସ ପାଇଥିବାବେଳେ ଦ୍ବିତୀୟ ଥରରେ ଆଇଏଏସ ପାଇପାରିନଥିଲେ । ପରେ ତୃତୀୟ ପ୍ରଚେଷ୍ଟାରେ ଭଲ ରାଙ୍କ ସହ ଆଇଏଏସ ବନି ପାରିଛନ୍ତି ଜୁବିନ । ତେବେ ଏହି ସଫଳତାର ପଛରେ କିପରି ରହିଥିଲା ସଂଘର୍ଷ ? କେତେ ପରିଶ୍ରମ ପରେ ସେ ଆଇଏଏସ କ୍ରାକ୍ କରି ପାରିଛନ୍ତି ଏବଂ କିପରି ଥିଲା IPS ରୁ IASର ଯାତ୍ରା ଜାଣନ୍ତୁ । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.