panchayat takkar: ପଞ୍ଚାୟତ ମୈଦାନରେ ବିଟେକ ଛାତ୍ର

By

Published : Feb 8, 2022, 10:04 AM IST

thumbnail

ବ୍ରହ୍ମପୁର: ଗ୍ରାମାଞ୍ଚଳର ଶିକ୍ଷାର ବିକାଶ ପାଇଁ ଗୁରୁତ୍ବ ଦେବା ସହ ସମସ୍ତ ସମସ୍ୟାର କରାଯିବ ସମାଧାନ। ଏଭଳି ପ୍ରତିଶୃତି ଦେଇ ଭୋଟରଙ୍କ ପାଖକୁ ପହଞ୍ଚିଛନ୍ତି ଜଣେ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ। ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଳକର ଦକ୍ଷିଣପୁର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଳାଇଛନ୍ତି ଦେବାଶିଷ ସେଠୀ । ବିଭିନ୍ନ ସମସ୍ୟା ନେଇ ପଞ୍ଚାୟତ ବାସୀଙ୍କ ଅନୁରୋଧ କ୍ରମେ ବିଟେକ୍ ଶିକ୍ଷା କରିବା ପରେ ସେ ପ୍ରାର୍ଥୀପତ୍ର ଦାଖଲ କରିଥିବା କହିଛନ୍ତି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.