ଗଛରେ ଗଜାନନ, ନିଆରା ଢଙ୍ଗରେ ଚାଲିଛି ପୂଜାର୍ଚ୍ଚନା

By

Published : Sep 10, 2021, 3:39 PM IST

Updated : Sep 10, 2021, 5:23 PM IST

thumbnail

ଭୁବନେଶ୍ବର: ଆଜି ହେଉଛି ବିଘ୍ନବିନାଶକ ପ୍ରଭୁ ଗଜାନନଙ୍କ ପବିତ୍ର ପୂଜା । କୋରୋନା କଟକଣାରେ ପୂଜା ପାଳନ ହେଉଥିଲେ ମଧ୍ୟ କିଛି ମାତ୍ରାରେ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ । ବିଭିନ୍ନ ଅନୁଷ୍ଠାନରେ କଟକଣା ମାଧ୍ୟମରେ ପୂଜାକୁ ନିରାଡ଼ମ୍ବରରେ ପାଳନ କରାଯାଉଛି । ସେପଟେ ରାଜଧାନୀ ଭୁବନେଶ୍ବରରେ ବକୁଳ ଫାଉଣ୍ଡେସନ ପକ୍ଷରୁ ଗଛରେ ଗଣେଶ କରାଯାଇ ପୂଜାର୍ଚ୍ଚନା କରାଯାଇଛି । ଫାଉଣ୍ଡେସନର ସଦସ୍ୟାମାନେ ମିଶି ବୃକ୍ଷ ସହ ସଂପର୍କର ବାର୍ତ୍ତା ନେଇ ଇକୋ ଫେଣ୍ଡଲୀ ପୂଜା କରିଛନ୍ତି । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Sep 10, 2021, 5:23 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.