Tokyo Paralympics: ଭାରତୀୟ ପାରାଲମ୍ପିଆନଙ୍କୁ ଥଣ୍ଡା କମ୍ପାନୀର ତୁଫାନି ଶୁଭେଚ୍ଛା

By

Published : Aug 29, 2021, 5:46 PM IST

thumbnail

ଚଳିତ ପାରାଲମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଦେବାକୁ ଏକ ଉତ୍ସାହିତ ଭିଡିଓ ସେୟାର କଲା ଘରୋଇ ଥଣ୍ଡା ପାନୀୟ କମ୍ପାନୀ । ସମାଜରେ ଦିବ୍ୟାଙ୍ଗ ପ୍ରତି ଥିବା ଭାବନା ବଦଳାଇବାକୁ ଏଥିରେ ଆହ୍ବାନ ଦିଆଯାଇଛି । ଭିଡିଓ ଟ୍ୟାଗଲାଇନ ରହିଛି "ଆୟେ ହୈଁ ତୁଫାନ, ତେରି ସୋଚ ବଦଲନେ, ତେରେ ତାନେ ପଲଟନେ ।" ଦିବ୍ୟାଙ୍ଗମାନଙ୍କୁ ସମାଜରେ ନାନା ପ୍ରକାର ତାଡ଼ନା ସହିବାକୁ ପଡ଼େ । ଏହାରି ମଧ୍ୟରେ ଏହି ଭାରତୀୟ କ୍ରୀଡ଼ାବିତମାନେ ହାର ନମାନେ ନିଜ ଭିତରେ ଥିବା ପ୍ରତିଭାକୁ ଚିହ୍ନିବା ସହ ବିଶ୍ବସ୍ତରରେ ପହଞ୍ଚି ପାରିଛନ୍ତି । ଏହାକୁ ନେଇ ଘରୋଇ ଥଣ୍ଡା ପାନୀୟ କମ୍ପାନୀ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଭିଡିଓ ସୌଜନ୍ୟ: @ThumsUpOfficial

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.