ମାଳଦ୍ବୀପରେ ନୂଆବର୍ଷ ପାଳି ଫେରିଲେ ଲଭବାର୍ଡ୍ସ ଟାଇଗର-ଦିଶା

By

Published : Jan 2, 2022, 9:12 PM IST

thumbnail

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇ ଏୟାରପୋର୍ଟରେ ଶନିବାର ରାତିରେ ନଜର ଆସିଛନ୍ତି ଲଭବାର୍ଡ୍ସ ଟାଇଗର ଶ୍ରଫ ଓ ଦିଶା ପଟାନୀ । ଉଭୟ ନୂଆବର୍ଷକୁ ମାଳଦ୍ବୀପରେ ରହି ସେଲିବ୍ରେଟ କରିଛନ୍ତି । ଉଭୟ ମାଳଦ୍ବୀପରୁ ଅନେକ ଭିଡ଼ିଓ ଓ ଫଟୋକୁ ନିଜ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ତେବେ ସେମାନେ ମାଳଦ୍ବୀପରୁ ଫେରିବା ପରେ ମୁମ୍ବାଇ ଏୟାରପୋର୍ଟରେ ଆସିଛନ୍ତି ନଜର । ଏହି ୨ ଆକ୍ଟରଙ୍କୁ ପୂର୍ବରୁ Baaghi 2ରେ ଏକାଠି ଦେଖିବାକୁ ମିଳିଥିଲା । ଏହି ୨ ଆକ୍ଟର ଏଯାବତ ନିଜ ରିଲେସନସିପକୁ ନେଇ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.