Paparazzi Diary: କ୍ୟାମେରାରେ କଏଦ ହେଲେ ଆୟୁଷ୍ମାନ, କରୀନା

By

Published : Sep 5, 2021, 5:53 PM IST

thumbnail

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଛନ୍ତି ବଲିଉଡ଼ ଅଭିନେତା ଆୟୁଷ୍ମାନ ଖୁରାନା । ପ୍ରାୟ ୨ ମାସ ପରେ ଘରକୁ ଫେରିଛନ୍ତି ଆୟୁଷ୍ମାନ । ସେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ନିଜ ଆଗାମୀ ଫିଲ୍ମ 'Doctor G'ର ସୁଟିଂ ଶେଷ କରି ଘରକୁ ଫେରିଛନ୍ତି । ସେପଟେ କରୀନା କପୁର ଖାନ ନିଜ ୨ ପୁଅ ସହିତ ପିତା ରଣଧୀର କୁପରଙ୍କ ଘର ବାହାର ପାର୍ଶ୍ବରେ ନଜର ଆସିଛନ୍ତି । ପାପାରାଜିଙ୍କ କ୍ୟାମେରାରେ କରୀନାଙ୍କ ଭଉଣୀ ତଥା ବଲିଉଡ଼ ଅଭିନେତ୍ରୀ କରିସ୍ମା କପୁରଙ୍କୁ ମଧ୍ୟ ଏକ କାଜୁଆଲ ଟି-ସାର୍ଟ ଓ ଜିନ୍ସରେ ନଜର ଆସିଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.