Panchayat Polls: ସମ୍ବଲପୁର ରେଙ୍ଗାଲୀ ଜୋନ-2ରେ କଣ ରହିଛି ଭୋଟରଙ୍କ ମୁଡ ?

By

Published : Feb 14, 2022, 7:49 AM IST

Updated : Feb 3, 2023, 8:11 PM IST

thumbnail

ସମ୍ବଲପୁର:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଗାଁ ଗାଁ ରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ଜୋନ 2ରେ ମଧ୍ୟ ନିର୍ବାଚନକୁ ନେଇ ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରାର୍ଥୀ । ଏଠାରେ ଜିଲ୍ଲା ପରିଷଦ ପାଇଁ ମୁଖ୍ୟତଃ ବିଜେଡି, ବଜେପି ଓ କଂଗ୍ରେସ ମଧ୍ୟରେ ଲଢେ଼ଇ ହେଉଛି । ଗତ ନିର୍ବାଚନରେ ଏହି ଜୋନରେ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ । ତେବେ ଏଥର ଏଠାରେ ବିଜେଡି ବିଜେପି ଠାରୁ ଆଗୁଆ ଥିବା ଚର୍ଚ୍ଚା ହେଉଛି । ଏନେଇ ଜନତାଙ୍କ ମୁଡ୍ କଣ ରହିଛି ଦେଖନ୍ତୁ ଏହି ରିପୋର୍ଟରେ । ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Feb 3, 2023, 8:11 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.