ସାନଖେମୁଣ୍ଡିରେ BJDକୁ ଟକ୍କର ଦେବାକୁ କଂଗ୍ରେସର କସରତ

By

Published : Feb 17, 2022, 7:25 AM IST

Updated : Feb 3, 2023, 8:16 PM IST

thumbnail

ବ୍ରହ୍ମପୁର: ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେଡି ସହ କଡା ଟକ୍କର ଦେବାକୁ ମୈଦାନରେ କଂଗ୍ରେସ ପ୍ରାର୍ଥିନୀ । ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଶାସନର ପ୍ରସ୍ତୁତି ଚାଲି ଥିବାବେଳେ ମତଦାନ ଦେବାକୁ ଥିବା ବ୍ଲକଗୁଡିକରେ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ଦଳୀୟ ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କ ପ୍ରଚାର । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଏକମାତ୍ର କଂଗ୍ରେସ ବିଧାୟକ ରହିଥିବା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳ ସହ କଡା ଟକ୍କର ଦେବାକୁ ମୈଦାନରେ କଂଗ୍ରେସ ଦଳୀୟ ପ୍ରାର୍ଥିନୀ କରୁଛନ୍ତି ପ୍ରତିଦ୍ବନ୍ଦିତା । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Feb 3, 2023, 8:16 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.