ବିକୃତ ଗଣେଶ ମୂର୍ତ୍ତି ତିଆରିକୁ ବିରୋଧ, ଟ୍ବିନସିଟି ଗଣେଶ ପୂଜା କମିଟିର କାର୍ଯ୍ୟାନୁଷ୍ଠାନ ଦାବି

By

Published : Aug 28, 2022, 10:58 PM IST

Updated : Feb 3, 2023, 8:27 PM IST

thumbnail

ବିକୃତ ଗଣେଶ ମୂର୍ତ୍ତି କାରିଗରଙ୍କ ବିରୋଧରେ ଉଠିଲା କଠୋର କାର୍ଯ୍ୟାନୁଷ୍ଠାନ ଦାବି (Action Against Deformed Ganesh idol making) । ହିନ୍ଦୁ ଧର୍ମ ବା ଦେବାଦେବୀଙ୍କ ବିକୃତ କରିବାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛି ଟ୍ବିନ୍‌ ସିଟି ପୂଜା କମିଟି । ଯେଉଁ ଅମାନିଆମାନେ ଏହିଭଳି ଅଶୋଭନିୟ ମୂର୍ତ୍ତି ତିଆରି କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି କହିଛନ୍ତି ଟ୍ବିନ୍‌ସିଟି ଗଣେଶ ପୂଜା କମିଟିର ସଭାପତି ସରୋଜ ସିଂ । ଗତବର୍ଷ ତୁଳନାରେ ଚଳିତ ବର୍ଷ କିଛି ମାତ୍ରାରେ ବିକୃତ ମୂର୍ତ୍ତି ସଂଖ୍ୟା କମିଛି । କିନ୍ତୁ ସମ୍ପୁର୍ଣ୍ଣ ରୂପେ ଅଶୋଭନୀୟ ମୂର୍ତ୍ତି ତିଆରି ବନ୍ଦ କରିବାକୁ ଦାବି ଉଠିଛି । ଯେଉଁ ପୂଜା କମିଟି ଭଲ ମୂର୍ତ୍ତି ଓ ଡେକୋରସନ କରୁଛି ତାହାକୁ କମିଟି ପକ୍ଷରୁ ପୁରସ୍କାର ଦିଆଯାଉଛି ।

Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.