କାଲି ମେଲାଣୀ ନେବେ ମା', ଅସ୍ଥାୟୀ ପୋଖରୀରେ ବିସର୍ଜନ କରିବାକୁ ପୌରାଧ୍ୟକ୍ଷଙ୍କ ନିବେଦନ

By

Published : Oct 5, 2022, 9:23 PM IST

Updated : Feb 3, 2023, 8:29 PM IST

thumbnail

ବଲାଙ୍ଗୀର: ଆଜି ପବିତ୍ର ବିଜୟା ଦଶମୀ । ଅନ୍ୟାୟ ଉପରେ ନ୍ୟାୟର ଜିତ ହୋଇଥିବା ବେଳେ ଦୁଷ୍ଟ ଶକ୍ତିର ବିନାଶ କରିଛନ୍ତି ମା’ ଦୁର୍ଗା। ଗୁରୁବାର ମାଙ୍କୁ ମେଲାଣି ଦେବା ପାଇଁ ପ୍ରସ୍ତୁତି ଚାଲିଛି। ତେବେ ବିଭିନ୍ନ ଲୋକ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନେକ ପତିଆରାରେ ସବୁ ପୂଜା କମିଟି ମାଙ୍କୁ ମେଲାଣି ଦେବା ପାଇଁ ପ୍ରସ୍ତୁତି କରିଛନ୍ତି। ଏକ ସ୍ୱତନ୍ତ୍ର ପୋଖରୀ ଖୋଲା ଯାଇଥିବା ବେଳେ ସେଠାରେ ମେଲାଣି ଦେବା ପାଇଁ ନିବେଦନ କରିଛନ୍ତି ବଲାଙ୍ଗୀର ପୌରାଧ୍ୟକ୍ଷ ଲିକା ସାହୁ ।

Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.