Gujarat Assembly Election: 32 KM ରୋଡ ଶୋ କଲେ ପ୍ରଧାନମନ୍ତ୍ରୀ

By

Published : Dec 1, 2022, 9:08 PM IST

Updated : Feb 3, 2023, 8:34 PM IST

thumbnail

ହାଇଦ୍ରାବାଦ: ଗୁଜୁରାଟରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଜୋରଦାର ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଗୃହରାଜ୍ୟରେ ମାରାଥନ ପ୍ରଚାର ଜାରି ରଖିଛନ୍ତି (pm modi election campaign in Gujarat) । ଆଜି ପ୍ରଧାନମନ୍ତ୍ରୀ ମୋଦି ରାଜଧାନୀ ଅହମ୍ମଦାବାଦରେ ଦୀର୍ଘ 32 କି.ମି ରୋଡ ଶୋ କରିଛନ୍ତି । ପ୍ରବଳ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା । ଲୋକେ ପ୍ରଧାନମନ୍ତ୍ରୀଙ୍କୁ ଦେଖବା ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ପ୍ରବଳ ଭିଡ ଜମାଇଥିଲେ । ଦେଖନ୍ତୁ ଭିଡିଓ

Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.