102 ଡିଗ୍ରୀ ଜ୍ୱରରେ Chhori ମ୍ୟୁଜିକ ଭିଡିଓ ସୁଟିଂ କଲେ ନିକ୍କି, ସେୟାର କଲେ ଅନୁଭୂତି

By

Published : Nov 8, 2022, 10:56 PM IST

Updated : Feb 3, 2023, 8:31 PM IST

thumbnail

ମୁମ୍ବାଇ: ଲୋକପ୍ରିୟ ରିଆଲିଟି ଶୋ' ବିଗ ବସ୍‌ ୧୪ ଫେମ୍‌ ନିକ୍କି ଟମ୍ବୋଲି ନିଜର ଆଗାମୀ ମ୍ୟୁଜିକ ଭିଡ଼ିଓ ଚୋରି (Chhori) କୁ ନେଇ ରଖିଛନ୍ତି ପ୍ରତିକ୍ରିୟା । ଫିଲ୍ମ ସୁଟିଂ ବେଳେ ତାଙ୍କୁ ୧୦୨ ଡିଗ୍ରୀ ଜ୍ବର ଆସିଥିବା ବେଳେ ସେ ଏହାକୁ ଖାତିର ନ କରି କିପରି ସୁଟିଂ ଜାରି ରଖିଥିଲେ ସେ ନେଇ ନିଜର ଅନୁଭୂତି ସେୟାର କରିଛନ୍ତି । ଏହି ସଙ୍ଗୀତଟିକୁ ସୋନୁ କକ୍କର, ଭୀ କପୁର ଓ ତନ୍ମୟ ସିଂ ଗାଇଥିବା ଜଣାପଡ଼ିଛି । ଏହି ମ୍ୟୁଜିକଟି ଆସନ୍ତା ୧୦ ତାରିଖରେ ରିଲିଜ ହେବ ।

Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.