ବର୍ଷା ଯୋଗୁଁ କଟକରେ ଭସାଣ ପ୍ରଭାବିତ, ଗୁରୁବାରକୁ ଦାୟୀ କଲେ ଲୋକେ

By

Published : Oct 7, 2022, 10:57 AM IST

Updated : Feb 3, 2023, 8:29 PM IST

thumbnail

କଟକ: ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ଭସାଣ ଶୋଭାଯାତ୍ରା । କଟକରେ ୫ ଘଣ୍ଟା ଲଗାଣ ବର୍ଷା କାରଣରୁ ଭସାଣ ଶୋଭାଯାତ୍ରା ବିଳମ୍ବରେ ଚାଲିଥିଲା । ଏଥିସହ ପ୍ରବଳ ବର୍ଷା ଯୋଗୁଁ ଶୋଭାଯାତ୍ରା ଏକ ପ୍ରକାର ଠପ ହୋଇ ଯାଇଥିଲା । ତେବେ ଗୁରୁବାର ଦିନ ଭସାଣ ହୋଇଥିବା କାରଣରୁ ବର୍ଷା ହୋଇଥିବା ନେଇ କୁହାଯାଉଛି । ତେବେ ଏନେଇ କଟକରୁ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ନାରାୟଣ ସାହୁ ।

Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.