Hockey World Cup 2023: ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି କହିଲେ ଦିଲ୍ଲୀପ

By

Published : Nov 28, 2022, 10:44 PM IST

Updated : Feb 3, 2023, 8:33 PM IST

thumbnail

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ବକପ୍ (Hockey World Cup 2023) । ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ରାଉରକେଲାରେ ମଧ୍ୟ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ହକି ବିଶ୍ବକପ୍ ଫାଇଁ ଯୁଦ୍ଧ କାଳୀନ ଭିତ୍ତିରେ ରାଜଧାନୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି । ବିଶ୍ଵକପ ପାଇଁ ଉଚ୍ଛେଦ ଜୋରଦାର ହେବ ବୋଲି ବିଡିଏ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଅନଲାଇନରେ ଟିକେଟ ବୁକିଂ ଆରମ୍ଭ ହୋଇଯାଇଛି । ବିଶ୍ବକପ୍ ପାଇଁ ସରକାର ପୁରା ପ୍ରସ୍ତୁତ ଥିବା କହିଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ (Hockey India President Dilip Tirkey) ।

Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.