ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଗଞ୍ଜାମ ଓକିଲ ସଂଘ ପକ୍ଷରୁ ସତ୍ୟାଗ୍ରହ

By

Published : Nov 29, 2022, 9:30 PM IST

Updated : Feb 3, 2023, 8:34 PM IST

thumbnail

ବ୍ରହ୍ମପୁର : ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗଞ୍ଜାମ ଓକିଲ ସଂଘ ପକ୍ଷରୁ ସତ୍ୟାଗ୍ରହ କରାଯାଇଛି । ଗତ କିଛି ବର୍ଷ ଧରି ଲଗାତର ଭାବରେ ପ୍ରତ୍ୟେକ ମାସର ଶେଷ ଚାରି ଦିନ ଏହି ଦାବିକୁ ନେଇ ଆଇନଜୀବୀମାନେ କାର୍ଯ୍ୟ ବନ୍ଦ କରିବା ସହିତ ବିଭିନ୍ନ ଫୋରମରେ ଏହି ଦାବିକୁ ଉପସ୍ଥାପନ କରାଯାଇଥିଲା । ହେଲେ ଏବେ ସୁପ୍ରିମକୋର୍ଟର ରହିଥିବା ନୂତନ ନିର୍ଦ୍ଦେଶନାମାକୁ ମାନି କେବଳ ଆଇନଜୀବିମାନେ ଏହି ସତ୍ୟାଗ୍ରହରେ ସାମିଲ ହେଉଛନ୍ତି । ତେଣୁ କୌଣସି କୋର୍ଟ କାର୍ଯ୍ୟ ପ୍ରଭାବିତ ହେଉନଥିବା କହିଛନ୍ତି ଆଇନଜୀବୀ । ଏନେଇ ଆଇନଜୀବୀଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର କୁମାର ଆଚାର୍ଯ୍ୟ ... ଇଟିଭି ଭାରତ, ବ୍ରହ୍ନପୁର

Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.