Dot Fest In Bhubaneswar: ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ସୁଖବିନ୍ଦର ସିଂ

By

Published : Jan 24, 2023, 9:19 PM IST

Updated : Feb 3, 2023, 8:39 PM IST

thumbnail

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ବଲିଉଡ ଗାୟକ ସୁଖବିନ୍ଦର ସିଂ ।  ଡଟ ଫେଷ୍ଟ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଓଡିଶା ଆସିଥିବା ସୁଖବିନ୍ଦର ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ  ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।

ହକି ବିଶ୍ବକପ ଅବସରରେ ରାଜଧାନୀ ଭୁବନେଶ୍ବରରେ ଚାଲିଥିବା ଡଟ ଫେଷ୍ଟ କାର୍ଯ୍ଯକ୍ରମର ଆଜି ହେଉଛି ଶେଷ ଦିବସ ।   ଶେଷ ଦିବସରେ  ମନୋରଞ୍ଜନ କରାଇବେ  ଗାୟକ  ସୁଖବିନ୍ଦର ସିଂ । ସୁଖବିନ୍ଦରଙ୍କ ସହ  ଅରୁନୀତା କାଞ୍ଜିଲାଲ ଓ ପୱନ ଦୀପ ମଧ୍ୟ  ଧୂମ ମଚାଇବେ । 

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.