ଝରାଫୁଲ ହତ୍ୟାକାଣ୍ଡ ଘଟଣା, ଅଭିଯୁକ୍ତ ରାକେଶର ଚାଲିଛି ଜେରା

By

Published : Jan 29, 2021, 7:21 PM IST

thumbnail

ଯାଜପୁର: ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ଘଟଣା । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁକୁ ଗତକାଲି(ଗୁରୁବାର) ଭୁବନେଶ୍ବରରୁ ପୋଲିସ ଗିରଫ କରିବା ପରେ ଯାଜପୁର କୁଆଖିଆ ପୋଲିସକୁ ହସ୍ତାନ୍ତର କରାଯାଇଛି । ରାକେଶ ଅଭିଯୁକ୍ତକୁ ଗିରଫ ପରେ ଜେରା ଚାଲିଥିବା ସୂଚନା ଦେଇଛନ୍ତି ଯାଜପୁର ଏସପି ରାହୁଲ ପି.ଆର । ଯାଜପୁର କୁଆଖିଆ ଥାନା ମୂଳାପାଳ ଛକ ନିକଟରୁ ଝରାଫୁଲଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଭୁବନେଶ୍ବରରୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତ ସ୍କୁଟିରେ ଆଣି ଯାଜପୁରରେ ମୃତଦେହ ଫିଙ୍ଗି ଦେଇଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.