ବରଫ ମଝିରେ ୱିଙ୍ଗସୁଟ୍ ଓ ପାରାଗ୍ଲାଇଡ୍ ଫାଇଟ୍‌, ଦେଖନ୍ତୁ ଭିଡିଓ

By

Published : Jan 22, 2021, 12:49 PM IST

thumbnail

ଭିଏନା:ୱିଙ୍ଗସୁଟ୍ ଏବଂ ପାରାଗ୍ଲାଇଡ୍ ଫାଇଟ୍‌ ପାଇଁ ସବୁଠାରୁ କଷ୍ଟକର ସ୍ଥାନ ହେଉଛି ଅଷ୍ଟ୍ରିଆର କିଜବୁହେଲ, ହାଉସବର୍ଗକାଣ୍ଟେ, ମାଉସେଫାଲ୍ ଏବଂ ଷ୍ଟିଲହଙ୍ଗ୍ । ଜାନୁଆରୀ 22ରୁ 24 ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଏହି କ୍ରୀଡା । ତେବେ ଏହାପୂର୍ବରୁ ଏହି ଖେଳର କିଛି ଝଲକ ଦେଖାଇଛନ୍ତି ଅଂଶଗ୍ରହଣକାରୀ । ଆପଣ ବି ଦେଖନ୍ତୁ ଭିଡିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.