ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ, କାରଣ ଅସ୍ପଷ୍ଟ

By

Published : Aug 7, 2021, 12:36 PM IST

thumbnail

କେନ୍ଦୁଝର: ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରାଜବାଟି ନିକଟରେ ହଠାତ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ । ସ୍ଥାନୀୟ ଲୋକେ ଖବର ଦେବାପରେ କେନ୍ଦୁଝର ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା । ତେବେ ଅନେକ ସମୟରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଟ୍ରକ ଗୁଡିକରେ ଅଗ୍ନିକାଣ୍ଡ ଘଟୁଥିବାବେଳେ ଏହାର ପ୍ରକୃତ କାରଣ ଏଯାବତ ଜଣାପଡୁନାହିଁ । ଏପଟେ ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.