‘ଗୃହ ଚଳାଇବା ସରକାରଙ୍କ ଦାୟିତ୍ବ, ବିଜୁ ବାବୁଙ୍କୁ ଅପମାନିତ କରୁଛି BJD’

By

Published : Aug 28, 2021, 5:42 PM IST

Updated : Aug 28, 2021, 7:36 PM IST

thumbnail

ଭୁବନେଶ୍ବର: ଇଟିଭି ଭାରତ ଡିଜିଟାଲ ଡାଏଲଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବିଧାନସଭାରେ ସରକାରୀ ଦଳ ଭୂମିକାକୁ ନେଇ ଦେଲେ ଶାଣିତ ମନ୍ତବ୍ୟ । ଆଗାମୀ ବିଧାନସଭା ଶୃଙ୍ଖଳିତ ଭାବେ ଚାଲିବ କି ନାହିଁ ତାହା ସରକାରଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି ନରସିଂହ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକଙ୍କ ସମୟରେ ବିଧାନସଭା କିପରି ଚାଲୁଥିଲା ସେ ନେଇ ବଖାଣିଲେ ସ୍ମୃତି । ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହନୀପତି ଓ ଆଭ୍ୟନ୍ତରୀଣ କନ୍ଦଳକୁ ନେଇ ମାପିଚୁପି ରଖିଲେ ମନ୍ତବ୍ୟ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର ... ସାକ୍ଷାତକାର ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ୍ ଇଟିଭି ଭାରତ ଓଡିଶା...

Last Updated : Aug 28, 2021, 7:36 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.