ଘରେ ପଶିଲା ପାଣି, ସ୍ତ୍ରୀକୁ ପହଁରା ଶିଖାଇଲେ ସ୍ବାମୀ

By

Published : Aug 14, 2020, 10:37 PM IST

thumbnail

ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଘରେ ପଶିଥିବା ବନ୍ୟାଜଳରେ ପହଁରା ଶିଖାଉଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ପ୍ରବଳ ବର୍ଷା ଯୋଗୁଁ ଦମ୍ପତିଙ୍କ ଘରେ ବନ୍ୟା ଜଳ ପ୍ରବେଶ କରିଛି । ତେବେ ଏଥିରେ ଭୟଭିତ ହେବା ବଦଳରେ ଦମ୍ପତି ଖୁସିର ସହ ଏହାକୁ ଉପଭୋଗ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.