ଗ୍ରୀଷ୍ମର ଜ୍ବଳାକୁ ଅଟକାନ୍ତୁ, ପାଇନାପୁଲ ସ୍ମୁଦି ପିଅନ୍ତୁ

By

Published : Jul 29, 2020, 7:53 PM IST

thumbnail

ଯଦି ଆପଣ ଟିକେ ପୁରୁଣାକାଳିଆ ପାନୀୟରୁ ମୁକ୍ତି ଚାହୁଁଛନ୍ତି ତେବେ ସପୁରୀ ରସ ଆପଣଙ୍କୁ ଏକ ନୂଆ ଅନୁଭୂତି ଦେବ । କମଳା ଓ ସପୁରୀର ମିଶ୍ରଣରେ ପ୍ରସ୍ତୁତ ପାଇନାପୁଲ୍ ସ୍ମୁଦି । ଆମେ କ୍ଷୀର ବଦଳରେ ଦହି ବ୍ୟବହାର କରିଛୁ ତେଣୁ ଲାକ୍ଟୋଜର ସମସ୍ୟା ଭୋଗୁଥିବା ବ୍ୟକିଙ୍କୁ ଏହା ଆଶ୍ବସ୍ତି ଦେବ । ଯଦି ଆପଣ ଚାହାଁନ୍ତି ତେବେ ଆପଣଙ୍କ ପସନ୍ଦ ଫଳ ନେଇ ଏହାକୁ ପ୍ରସ୍ତୁତ କରିପାରିବେ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.