Hidden Heart Cake: ଦେଖନ୍ତୁ କିପରି କରିବେ ପ୍ରସ୍ତୁତ

By

Published : Jul 5, 2022, 9:41 AM IST

Updated : Feb 3, 2023, 8:24 PM IST

thumbnail

ହାଇଦ୍ରାବାଦ: ଚକୋଲେଟ, କେକ, କୁକିଜ ପ୍ରାୟ ସମସ୍ତଙ୍କ ପ୍ରିୟ ହୋଇଥାଏ। ସମସ୍ତେ ନିଜ ନିଜ ଘରେ ବିଭିନ୍ନ ପ୍ରକାର କେକ ତିଆରି କରନ୍ତି । ସେମିତି ଏକ ସହଜ କେକ ରେସିପି ହେଉଛି ହିଡେନ ହାର୍ଟ କେକ (hidden heart cake) । ଆପଣ ବି ଚାହିଁଲେ ଏହାକୁ ସହଜରେ ତିଆରି କରିପାରିବେ । ତେବେ କିପରି ତିଆରି କରିବେ ହିଡେନ ହାର୍ଟ କେକ ଜାଣିବା ପାଇଁ ଦେଖନ୍ତୁ ଆମର ଏହି ପ୍ରଣାଳୀ ଭିଡିଓ ।

Last Updated : Feb 3, 2023, 8:24 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.