ଘରେ ବନାନ୍ତୁ ଚିକେନ୍ ଚପ୍ସ, ଶିଖନ୍ତୁ ପ୍ରସ୍ତୁତି ପ୍ରଣାଳୀ

By

Published : Jul 7, 2022, 7:54 AM IST

Updated : Feb 3, 2023, 8:24 PM IST

thumbnail

ହାଇଦ୍ରାବାଦ: ଘରେ ସ୍ବାଦିଷ୍ଟ ଖାଇବା ବନାଇବାକୁ ସମସ୍ତେ ଭଲ ପାଇଥାନ୍ତି । ଚିକେନ ତରକାରୀ ଚିକେନ ପକୋଡା ଆଦି ଖାଦ୍ୟ ନିହାତି ଖାଇଥିବା । ଚିକେନ ଚପ୍ସ କେବେ ଖାଇଛନ୍ତି କି । ଆମିଷ ପ୍ରିୟ ଲୋକଙ୍କ ପାଇଁ ଚିକେନ ଚପ୍ସ ଏକ ସ୍ବାଦିଷ୍ଟ ଖାଦ୍ୟ । ଆପଣ ବି ଚାହିଁଲେ ସହଜରେ ବନେଇ ପାରିବେ ଚିକେନ୍ ଚପ୍ସ । ତେବେ ଆଉ ଡେରି କାହିଁକି କିପରି ପ୍ରସ୍ତୁତ କରିବେ ଚିକେନ ଚପ୍ସ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ ।

Last Updated : Feb 3, 2023, 8:24 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.